ଓଡ଼ିଶା
ସମସ୍ତଙ୍କୁ ମିଳିବ BSKY କାର୍ଡ

ସମସ୍ତଙ୍କୁ ମିଳିବ BSKY କାର୍ଡ। ସରକାରୀ କର୍ମଚାରୀ ବି ପାଇବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ। ଆଶା ଦିଦିଙ୍କ ଠୁ ଅଙ୍ଗନୱାଡି ଦିଦି ସମସ୍ତେ BSKY କାର୍ଡର ଲାଭ ଉଠାଇବେ।
ରାଉରକେଲା ନିର୍ବାଚନୀ ପ୍ରଚାରରେ ଘୋଷଣା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ପୂର୍ବରୁ BSKY କାର୍ଡ କେବଳ BPL ହିତାଧିକାରୀଙ୍କୁ ମିଳୁଥିବା ବେଳେ ଏବେ ସମସ୍ତଙ୍କୁ ଖୁସି ଖବର ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ।




