ଓଡ଼ିଶା

ଯାନବାହନ ଚାଳକଙ୍କ ପାଇଁ ଅଧିକ ବିପଦସଙ୍କୁଳ ହୋଇପଡ଼ିଛି ୧୬ ନମ୍ବର ଜାତୀୟ ରାଜପଥ

ଯାନବାହନ ଚାଳକଙ୍କ ପାଇଁ ଅଧିକ ବିପଦସଙ୍କୁଳ ହୋଇପଡ଼ିଛି ୧୬ ନମ୍ବର ଜାତୀୟ ରାଜପଥ। ଓଡ଼ିଶା ପୁଲିସର ତଥ୍ୟ ଅନୁଯାୟୀ, ୨୦୨୨ ରେ ୧୧ ହଜାର ୬୬୩ ଦୁର୍ଘଟଣା ଘଟିଥିଲା ବେଳେ ୫ ହଜାର ୪୬୭ ଜଣଙ୍କ ମୃତ୍ୟୁ ଘଟିଥିଲା।

୨୦୨୧ ରେ ୧୦ ହଜାର ୯୮୩ ଦୁର୍ଘଟଣା ଓ ୫ ହଜାର ୮୧ ମୃତ୍ୟୁ ହୋଇଥିବା ବେଳେ ୨୦୨୦ ରେ ୯ ହଜାର ୮୧୭ଟି ଦୁର୍ଘଟଣା ଏବଂ ୪ ହଜାର ୭୩୮ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୯ ରେ ୧୧ ହଜାର ୬୪ଟି ଦୁର୍ଘଟଣା ହୋଇଥିବା ବେଳେ ୫ ହଜାର ୩୩୩ ଜଣଙ୍କ ମୃତ୍ୟୁ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com