ଅନ୍ତର୍ଜାତୀୟ

ଇଚ୍ଛା ମୃତ୍ୟୁ ସମ୍ପୂର୍ଣ୍ଣ ଭାବେ ଜଣେ ବ୍ୟକ୍ତିର ନିଜସ୍ୱ ନିଷ୍ପତ୍ତି ହୋଇଥିବା ବେଳେ ଏଥିପାଇଁ ମିଳିଥାଏ ଆଇନଗତ ଅନୁମତି

ଇଚ୍ଛା ମୃତ୍ୟୁ ସମ୍ପୂର୍ଣ୍ଣ ଭାବେ ଜଣେ ବ୍ୟକ୍ତିର ନିଜସ୍ୱ ନିଷ୍ପତ୍ତି ହୋଇଥିବା ବେଳେ ଏଥିପାଇଁ ମିଳିଥାଏ ଆଇନଗତ ଅନୁମତି। ସାଧାରଣତଃ ରୋଗ ଯନ୍ତ୍ରଣା ଅସହ୍ୟ ହେଲେ, ସୁସ୍ଥ ହେବାର କୌଣସି ଆଶା ନ ଥିଲେ ବ୍ୟକ୍ତି ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଥାନ୍ତି।

ମାତ୍ର ନେଦରଲାଣ୍ଡରେ ଜଣେ ଶାରୀରିକ ସୁସ୍ଥ ଯୁବତୀଙ୍କ ଇଚ୍ଛା ମୃତ୍ୟୁ ଆବେଦନକୁ କୋର୍ଟ ସ୍ୱୀକୃତି ଦେଇ ଦେଇଛନ୍ତି। ଇଚ୍ଛାମୃତ୍ୟୁ ପାଇଁ ନେଦରଲାଣ୍ଡରେ ସ୍ୱୀକୃତି ପାଇଥିବା ଏହି ୨୯ ବର୍ଷୀୟା ଡଚ୍‌ ଯୁବତୀ ଜଣକ ହେଉଛନ୍ତି ଜୋରାୟା ଟର ବିକ୍‌।

Related Articles

Back to top button
WP Twitter Auto Publish Powered By : XYZScripts.com