ଓଡ଼ିଶା

ରାଉରକେଲା ଗୋପବନ୍ଧୁପାଲି ଅଞ୍ଚଳରୁ ପୋଲିସ ସାରଦା ନାୟକଙ୍କୁ ଉଠାଇ ନେଇକ୍ତି

ରାଉରକେଲା ଗୋପବନ୍ଧୁପାଲି ଅଞ୍ଚଳରୁ ପୋଲିସ ସାରଦା ନାୟକଙ୍କୁ ଉଠାଇ ନେଇକ୍ତି । ସାରଦା ନାୟକ ଏକ ପୋଲିଂ ବୁଥ୍ ଭିତରକୁ ପ୍ରବେଶ କରିବା ପରେ ସେଠାରେ ପରିସ୍ଥିତି ଉତେଜନାପୂର୍ଣ୍ଣ ଥିଲା ।

ଏହାକୁ ଆୟତ କରିବାକୁ ପୋଲିସ ଘଟଣା ସ୍ଥଳରେ ପହଂଚି ସାରଦା ନାୟକଙ୍କୁ ଉଠାଇ ନେଇ ପଚରା ଉଚରା କରୁଛି। ସାରଦା ନାୟକ ପୋଲିଂ ବୁଥ୍ ଭିତରକୁ ପଶିବାକୁ ଚେଷ୍ଟା କରୁଥିବାରୁ ବିଜେପି ଓ କଂଗ୍ରେସର ଏଜେଣ୍ଟମାନେ ବିରୋଧ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com