ଓଡ଼ିଶା

୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପିର ଜୋରଦାର ପ୍ରଚାର

୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପିର ଜୋରଦାର ପ୍ରଚାର । ଘନ ଘନ ଓଡ଼ିଶା ଆସୁଛନ୍ତି ବିଜେପିର ହେଭିୱେଟ୍ ନେତା । ଆସନ୍ତା ମେ’ ୨୫ ରେ ତୃତୀୟ ପର୍ଯ୍ୟାୟ ଓ ଜୁନ୍‌ ୧ ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।

ସେଥିପାଇଁ ଏଥର ବିଜେପିର ଫୋକସରେ ରହିଛି ଓଡ଼ିଶା । ପ୍ରଧାନମନ୍ତ୍ରୀଙ୍କ ଠାରୁ ନେଇ ଗୃହମନ୍ତ୍ରୀ ଯୋରଦାର ପ୍ରଚାରରେ ଲାଗିପଡ଼ିଥିବା ବେଳେ ଆସନ୍ତା ୨୨ ରେ ଓଡ଼ିଶା ଆସିବେ ରାମାୟଣର ‘ରାମ’ ଅରୁଣ ଗୋଭିଲ ।

Related Articles

Back to top button
WP Twitter Auto Publish Powered By : XYZScripts.com