ଅନ୍ତର୍ଜାତୀୟ

ତାଇଓ୍ବାନ୍‌ର ନୂଆ ରାଷ୍ଟ୍ରପତି ଭାବେ ଲାଇ ଚିଙ୍ଗ୍‌-ଟେ ଶପଥ ଗ୍ରହଣ କରିଛନ୍ତି

ତାଇଓ୍ବାନ୍‌ର ନୂଆ ରାଷ୍ଟ୍ରପତି ଭାବେ ଲାଇ ଚିଙ୍ଗ୍‌-ଟେ ଶପଥ ଗ୍ରହଣ କରିଛନ୍ତି। ସ୍ବୟଂଶାସିତ ତାଇଓ୍ବାନକୁ ଚାଇନା ସେନା ଧମକ ଦେବା ବନ୍ଦ କରିବାକୁ ଲାଇ ତାଙ୍କର ପ୍ରଥମ ଭାଷଣରେ କହିଛନ୍ତି।

ମଧ୍ୟମପନ୍ଥୀ ନେତା ଲାଇ ତାଇଓ୍ବାନର ବାସ୍ତବ ସ୍ବାଧୀନତା ନୀତିକୁ ବଜାୟ ରଖିବା ସହ ଚାଇନା ବିରୋଧରେ ଦେଶର ସାମରିକ କ୍ଷମତା ବଢ଼ାଇବାକୁ ଚାହାନ୍ତି। ସେ ସାଇ ଇଙ୍ଗଓ୍ବେନ୍‌ଙ୍କଠାରୁ କ୍ଷମତା ହାସଲ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com