ଜାତୀୟ

ଭାରତରେ ଚିକିତ୍ସା କରିବାକୁ ଆସି ନିଖୋଜ ବାଂଲାଦେଶ ସାଂସଦ ଅନୱର ଉଲ ଅଜିମ୍ ଅନାର

ଭାରତରେ ଚିକିତ୍ସା କରିବାକୁ ଆସି ନିଖୋଜ ବାଂଲାଦେଶ ସାଂସଦ ଅନୱର ଉଲ ଅଜିମ୍ ଅନାର। କୋଲକାତାର ନ୍ଯୁ-ଟାଉନରେ ତାଙ୍କୁ ହତ୍ଯା କରାଯାଇଥିବା ନେଇ ଅଭିଯୋଗ କରିଛି ବାଂଲାଦେଶ।

ଏ ନେଇ ବାଂଲାଦେଶ ଗୃହମନ୍ତ୍ରୀ ରାଜଧାନୀ ଢାକାରେ ପ୍ରତିକ୍ରିୟା ରଖିଥଲେ। କୋଲକାତାରେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ଯା କରାଯାଇଥିବା ନେଇ କହିଥିଲେ। ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ମାମଲାର ତନାଘନା କରୁଛି କୋଲକାତା ପୋଲିସ।

Related Articles

Back to top button
WP Twitter Auto Publish Powered By : XYZScripts.com