ମନୋରଞ୍ଜନ

‘ଏକ୍ସ’ ପ୍ଲାଟଫର୍ମରେ ୟୁଟ୍ୟୁବ୍ ଡାଉନ୍ ହେବା ନେଇ ଅଭିଯୋଗ କରିଛନ୍ତି

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ସୋସିଆଲ ମିଡିଆରେ ଖୁବ ବ୍ୟସ୍ତ । ସେହିପରି ମନୋରଞ୍ଜନର ଆଉ ଏକ ମାଧ୍ୟମ ପାଲଟିଛି ୟୁଟ୍ୟୁବ । କିନ୍ତୁ ଅଚାନକ ଏବେ ୟୁଟ୍ୟୁବ ବନ୍ଦ ହୋଇଯାଇଛି ।

ଯାହାଫଳରେ ଅନେକ ୟୁଜର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ହଠାତ୍ ୟୁଟ୍ୟୁବରେ ଲାଇଭ ଷ୍ଟ୍ରିମିଂ କରିବା ବନ୍ଦ ହୋଇଯାଇଛି । କିଛି କଣ୍ଟେଣ୍ଟ କ୍ରିଏଟର ଲାଇ ଭିଡିଓ କରିବାରେ ସମସ୍ୟାରେ ପଡ଼ିଛନ୍ତି । ଏ ନେଇ ‘ଏକ୍ସ’ ପ୍ଲାଟଫର୍ମରେ ୟୁଟ୍ୟୁବ୍ ଡାଉନ୍ ହେବା ନେଇ ଅଭିଯୋଗ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com