ଅନ୍ତର୍ଜାତୀୟ

ଏବେ ଆପଣଙ୍କର ମୁଣ୍ତ ମଧ୍ୟ ଟ୍ରାନ୍ସପ୍ଲାଣ୍ଟ ହୋଇପାରିବ

ଦେହରେ ଅନେକ ଅଙ୍ଗର ଟ୍ରାନ୍ସପ୍ଲାଣ୍ଟ ହେଉଥିବା କଥା ଆପଣମାନେ ଜାଣିଥିବେ । କିନ୍ତୁ ଏବେ ଆପଣଙ୍କର ମୁଣ୍ତ ମଧ୍ୟ ଟ୍ରାନ୍ସପ୍ଲାଣ୍ଟ ହୋଇପାରିବ । ବୈଜ୍ଞାନିକମାନେ ଏପରି ଏକ ପଦ୍ଧତିର ବିକାଶ କରିବାକୁ ଯାଉଛନ୍ତି, ଯେଉଁଥିରେ ଗଣ୍ତିରୁ ମୁଣ୍ତ ଅଲଗା ହେବା ପରେ ମଧ୍ୟ ଏହାକୁ ଯୋଡ଼ି ହେବ ।

ଆମେରିକାର ନ୍ୟୁରୋ ସାଇନ୍ସ ଏବଂ ବାୟୋମେଟିକାଲ ଇଞ୍ଜିନିୟରିଂ ଷ୍ଟାର୍ଟଅପ୍ ‘ବ୍ରେନ୍ ବ୍ରିଜ୍’ ଦାବି କରିଛି ଯେ, ସେମାନେ ବିଶ୍ୱର ପ୍ରଥମ ହେଡ୍ ଟ୍ରାନ୍ସପ୍ଲାଣ୍ଟ ସିଷ୍ଟମ୍ ବିକଶିତ କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com