ଅନ୍ତର୍ଜାତୀୟ

ଦକ୍ଷିଣ ଆଫ୍ରିକାର ଏକ ବସ ବ୍ରିଜ୍‌ ଉପରୁ ତଳକୁ ଖସିପଡିଛି

ଦକ୍ଷିଣ ଆଫ୍ରିକାର ଏକ ବସ ବ୍ରିଜ୍‌ ଉପରୁ ତଳକୁ ଖସିପଡିଛି। ଅତି କମରେ ୪୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଆଠ ବର୍ଷର ବାଳିକାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଛି।

ଦକ୍ଷିଣ ଆଫ୍ରିକାର ପରିବହନ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଉଛି। ବସ୍‌ରେ ମୋଟ ୪୬ ଜଣ ଯାତ୍ରୀ ଥିଲେ। ଏହି ବସ ବୋତ୍ସବାନା ଠାରୁ ଉତ୍ତର ଲିମ୍ପୋପୋ ପ୍ରଦେଶର ମୋରିଆ ଅଭିମୁଖେ ଯାତ୍ରା କରୁଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com