ସ୍ୱାସ୍ଥ୍ୟ

ତେଲକୁ ବାରମ୍ବାର ଗରମ କରିବା ଦ୍ୱାରା ତାହା ଆମର ସ୍ୱାସ୍ଥ୍ୟ ପାଇଁ ହାନିକାରକ

ତେଲକୁ ବାରମ୍ବାର ଗରମ କରିବା ଦ୍ୱାରା ତାହା ଆମର ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ଭାରତୀୟ ମେଡିକାଲ ଗବେଷଣା ପରିଷଦ ପକ୍ଷରୁ ସତର୍କ କରାଯାଇଛି ।

ତେଲକୁ ଏପରି ବାରମ୍ବାର ବ୍ୟବହାର କରିବା ଦ୍ୱାରା ସେଥିରୁ ନିର୍ଗତ ହେଉଥିବା ବିଷାକ୍ତ ପଦାର୍ଥ ଶରୀରରେ ‘ଫି ରାଡିକାଲ୍ସ’ ବଢ଼ାଇଥାଏ । ଫଳରେ ତାହା ଆମ ଶରୀରରେ କର୍କଟ ଓ ହୃଦରୋଗ ସୃଷ୍ଟିର କାରଣ ସାଜିଥାଏ ।

Related Articles

Back to top button
WP Twitter Auto Publish Powered By : XYZScripts.com