ଓଡ଼ିଶା

ମୀନାବଜାର ମହାସଂଘର ପଞ୍ଚମ ବାର୍ଷିକୋତ୍ସବ ଓସିଏ କନଫରେନ୍ସ ହଲରେ ଦୋଳ

କଟକ(ଜାୱେଦ ଅହମଦ): ମୀନାବଜାର ମହାସଂଘର ପଞ୍ଚମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି କଟକ ଲୋକସଭା ସାଂସଦ ଶ୍ରି ଭର୍ତୁହରି ମହତlବ ଯୋଗଦେଇଥିଲେ l

ଆଗକୁ ପାର୍ବଣ ରୁତୁ ଆରମ୍ଭ ହୋଇଥିବାରୁ ସମସ୍ତ ମୀନା ବଜାର ଓ ଦୋଳ ବ୍ୟବସାୟୀ ମାନେ ଉପସ୍ଥିତ ହୋଇ ନିଜ ନିଜର ବ୍ୟବସାୟ ଉପରେ ମନ୍ତବ୍ୟ ଦେଇଥିଲେ, ରାଜ୍ଯ ସରକାର ଙ୍କ ପାଖରେ ତାଙ୍କର କେତୋଟି ଦାବୀ ମଧ୍ଯ ରଖିଥିଲେ l

ଯାତ୍ରା ସମୟରେ କିଭଳି ଭାବରେ ସ୍ଵତନ୍ତ୍ର ଜାଗା ଦେବା ଠାରୁ ଆରମ୍ଭ କରି ସବୁ ସମସ୍ୟାକୁ ଦୂର କରିବେ ବୋଲି ସରକାରଙ୍କ ନିକଟରେ ଏକ ପ୍ରସ୍ତାବ ଦେଇଛନ୍ତି l ଜାଗାର ମୂଲ୍ୟ ଅଧିକ ନ କରିବାକୁ ମଧ୍ଯ ସରକାରଙ୍କୁ ଅନୁରୋଧ କରିଛନ୍ତି l

ସଂଘର ଉପସଭାପତି ଦେବାଶିଷ ରାଉତ ସରକାରଙ୍କ ନିକଟରେ ଏହି ସବୁ ଦିଗକୁ ଠିକ୍ ଭାବରେ କରିପାରିଲେ ବ୍ୟବସାୟୀ ବଞ୍ଚି ପାରିବେ ବୋଲି କହିଛନ୍ତି l

Related Articles

Back to top button
WP Twitter Auto Publish Powered By : XYZScripts.com