ଓଡ଼ିଶା

ନବୀନ ପଟ୍ଟନାୟକଙ୍କ ପରାମର୍ଶ; ନିରାପଦ ରହିବା ଏବଂ କେହି ଭୟଭୀତ ହେବା ନାହିଁ

ଭୁବନେଶ୍ୱର: ବାତ୍ୟା ‘ଦାନା’କୁ ନେଇ ସମସ୍ତେ ଆତଙ୍କିତ l ଏହି ବାତ୍ୟାକୁ ଦୃଢ଼ ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତପ୍ରକାର ରହିଛନ୍ତି ପ୍ରସ୍ତୁତ l ଆଉ ଏହି ବାତ୍ୟା ‘ଦାନା’କୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ପୂର୍ବରୁ ଆମେ ସମସ୍ତେ ମିଶି ସଫଳତା ସହ ଅନେକ ବାତ୍ୟାର ମୁକାବିଲା କରିଛେ ।

https://x.com/Naveen_Odisha/status/1848779727944761844

କେହି ଭୟଭୀତ ନ ହୋଇ ସଜାଗ ସହ ନିରାପଦ ରହିବା ପାଇଁ ସମସ୍ତଙ୍କୁ କରିଛନ୍ତି ଅନୁରୋଧ । ବାତ୍ୟା ମୁକାବିଲାରେ ପ୍ରଶାସନକୁ ପୁରା ସହଯୋଗ ଦିଅନ୍ତୁ । ବିପଦ ସମୟରେ ଲୋକଙ୍କ ସହ ରହିବା ପାଇଁ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଆମେ ସମସ୍ତେ ପୂର୍ବ ପରି ବାତ୍ୟା ‘ଦାନା’ର ସଫଳ ମୁକାବିଲା କରି ପାରିବା ବୋଲି କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com