ଓଡ଼ିଶାରାଜନୀତି

ସୁରୁଖୁରୁରେ ଚାଲିଛି ଗୃହ

ଭୁବନେଶ୍ୱର: ଚାଲିଛି ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନର ପ୍ରଶ୍ନକାଳ । ସୁରୁଖୁରୁରେ ଚାଲିଛି ଗୃହ । ପ୍ରଥମ ଦିନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ବାରମ୍ବାର ମୁଲତବି ହେବା ପରେ ଆଜି ସୁରୁଖୁରୁରେ ଚାଲିଛି ପ୍ରାଶ୍ନୋତ୍ତର କାର୍ୟ୍ୟ ।

ପ୍ରଥମରେ ରାଜ୍ୟରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପ୍ରସଙ୍ଗ ରହିଛି । ଏହାର ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ୫୮ ଟି ସବଡିଭିଜନରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ସରକାର ଯୋଜନା ରହିଛି । ଏନେଇ କାର୍ୟ୍ୟ ମଧ୍ୟ ଚାଲିଛି । ଆବଶ୍ୟକ ଅନୁଯାୟୀ ପିପିପି ମୋଡରେ ହାଇବ୍ରିଡ଼ କୋଲଡ଼ ଷ୍ଟୋରେଜ କରାଯିବ ବୋଲି ସିଂଦେଓ କହିଛନ୍ତି ।

ସେହିପରି ଗୃହରେ ଓରେଡାକୁ ନେଇ ମଧ୍ୟ ଉଠିଥିଲା ପ୍ରଶ୍ନ ।

Related Articles

Back to top button
WP Twitter Auto Publish Powered By : XYZScripts.com