ଭୁବନେଶ୍ୱର: ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଜି ବି ସରଗରମ ଗୃହ । କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ବୟନ ଶିଳ୍ପ, ଏମ୍ଏସଏମ୍ଇ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନ କାଳ ରହିଛି। ଶୂନ୍ୟକାଳରେ ମିଶନ ଶକ୍ତି ମହିଳାମାନେ ରାଜରାସ୍ତାରେ ଦରମା ପାଇଁ ଆନ୍ଦୋଳନ କରିବା ରେଲୱେ ୱାଲଟିଅର ଡିଭିଜନ ଉଠିଯିବା ପ୍ରସଙ୍ଗ ଉଠାଇ ପାରନ୍ତି ବିରୋଧୀ । ସେହିପରି ବିରୋଧୀ ବିଜେଡି ମୁଲତବୀ ପ୍ରସ୍ତାବ ଆଣିବ । ଯାହାକୁ ନେଇ ବେଶ ଉଷ୍ମ ହୋଇପାରେ ଗୃହ ।
Check Also
Close
-
ଅଭିନେତ୍ରୀ ପ୍ରକୃତିଙ୍କୁ ପୁଲିସର ପଚରାଉଚରାJuly 26, 2022