Featuredଓଡ଼ିଶା

ଓଲଟିଲା ଯାତ୍ରୀବାହୀ ବସ୍, ଜଣେ ମୃତ ୧୦ ଆହତ

ଭଦ୍ରକ: ଓଲଟିଲା ଯାତ୍ରୀବାହୀ ବସ୍ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଯାତ୍ରୀ ଏଥିରେ ଆହତ ହୋଇଥିବା ସୂଚନା ରହିଛି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଭଦ୍ରକ ତ୍ରିକେଣାରେ ଘଟିଛି ଅଘଟଣ । ମିଳିଥିବା ସୂଚନା ଅନୁସାରେ, ଅରୂପାନନ୍ଦ ନାମକ ବସ୍ ଭଦ୍ରକରୁ ବନ୍ତ ଅଭିମୁଖେ ଯାଉଥିବାବେଳେ ତ୍ରିକୋଣାଠାରେ ଭାରସାମ୍ୟ ରକ୍ଷା କରିପାରିନଥିଲା। ସେ ସମୟରେ ଜଣେ ଯୁବକ ରାସ୍ତା କଡରେ ଚାଲିଯାଉଥିବାବେଳେ ବସ୍ତି ତାଙ୍କ ଉପରେ ଲେଉଟିପଡିଥିଲା। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଯାତ୍ରୀ ଆହତ ହୋଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com