ମନୋରଞ୍ଜନ

ରାତାରାତି ଷ୍ଟାର ପାଲଟିଥିବା ତୃପ୍ତି ଏବେ ସୁପରଷ୍ଟାର

ରାତାରାତି ଷ୍ଟାର ପାଲଟିଥିବା ତୃପ୍ତି ଏବେ ସୁପରଷ୍ଟାର ବିକି କୌଶଲଙ୍କ ସହ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି। ବିକିଙ୍କ ସହ ତାଙ୍କର କିଛି ଫଟୋ ଭାଇରାଲ ହେବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି।

ଆନନ୍ଦ ତିୱାରୀଙ୍କ ନିର୍ଦ୍ଦେଶିତ ଫିଲ୍ମରେ ଦୁହେଁ ନଜର ଆସିବାକୁ ଥିବା ବେଳେ ଫିଲ୍ମର ଏକ ଗୀତ ଗତ ବର୍ଷ କ୍ରୋସିଆରେ ସୁଟ୍ କରାଯାଇଥିଲା। ଏହି ସମୟର କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଫଟୋରେ ଦୁହେଁ ଗୀତର ସୁଟିଂ କରୁଥିବା ଦେଖିବାକୁ ମିଳିଛି।

Related Articles

Back to top button