କ୍ରୀଡ଼ାଜାତୀୟ

ହାତକୁ ଦି ହାତ ହେଲେ ପିସି ସିନ୍ଧୁ

ଉଦୟପୁର: ହାତକୁ ଦି ହାତ ହେଲେ ତାରକା ଖେଳାଳି ପିସି ସିନ୍ଧୁ । ରବିବାର ଭାରତର ଏହି ଷ୍ଟାର ବ୍ୟାଡମିଣ୍ଟନ ପ୍ଲେୟାର ଭେଙ୍କଟ ଦତ୍ତା ସାଇଙ୍କର ହାତ ଧରିଛନ୍ତି । ଉଦୟପୁରରେ ଅରୟୋଜିତ ହୋଇଥିବା ଏହି ବିବାହ ଉସôବରେ ଦୁହେଁ ପାରମ୍ପରିକ ରୀତିନୀତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏହି ଉସôବରେ ପରିବାର ଲୋକଙ୍କ ସହ ଖୁବ କମ୍ ହାତ ଗଣତି ଲୋକେ ସାମିଲ ହୋଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com