ଓଡ଼ିଶା
ଗଡ଼ିବ ସବୁଜ ଉଦଜାନ ଚାଳିତ ବସ୍, ଏନଟିପିସି ସହ ଓଡ଼ିଶାର ଚୁକ୍ତି ସ୍ୱାକ୍ଷର
ଭୁବନେଶ୍ୱର: ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଏବେ ସବୁଜ ଇନ୍ଧନ ଉପରେ ଧ୍ୟାନ ଦିଆଯାଉଛି । ଏହାକୁ ନଜରରେ ରଖି ଓଡ଼ିଶାରେ ମଧ୍ୟ ଦିଆଯାଉଛି ପ୍ରାଧାନ୍ୟ । ଗ୍ରୀନ ମୋବିଲିଟି ପାଇଁ ଏନଟିପିସି ସହ ଓଡ଼ିଶା ଚୁକ୍ତି ସ୍ୱାକ୍ଷର କରିଛି । ଏଣିକି ରାଜ୍ୟରେ ଗ୍ରୀନ ହାଇଡ୍ରୋଜେନ ବା ସବୁଜ ଉଦଜାନ ଦ୍ୱାରା ଗଡ଼ିବ ବସ୍ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥନକୁ ବୁଝାଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ।
ଅଧିକ ଖବର ପାଇଁ ଏହି ଲିଙ୍କରେ କ୍ଳିକ କରନ୍ତୁ ।