ଭୁବନେଶ୍ୱର: ଚଳିତ ନିର୍ବାଚନରେ ହୋଇଛି ଅନେକ ଘୋଟାଲା । ହୋଇଛି ଅନେକ ଇଭିଏମ ତ୍ରୁଟି । ଅନେକ ଥର ତଥ୍ୟ ମାଗିଲା ପରେ ମଧ୍ୟ ଦେଉନାହାନ୍ତି ସରକାର । ନିର୍ବାଚନ କମିଶନ ଓ ଆରଟିଆଇ ମଧ୍ୟ କୌଣସି ତଥ୍ୟ ଉପସ୍ଥାପନା କରୁନାହାନ୍ତି । ଭୋଟ ସଂଖ୍ୟା ଓ ଗଣତି ସଂଖ୍ୟା ମଧ୍ୟରେ ରହୁନି ତାଳମେଳ। ସାମ୍ବାଦିକ ସମ୍ମିଳନୀ କରି ଏପରି କହିଛନ୍ତି ବିଜେଡି ନେତ୍ରୀ ତଥା ପୂର୍ବତନ ସାଂସଦ ସର୍ମିଷ୍ଠା ସେଠୀ ।
ଅଧିକ ଖବର ପାଇଁ ଏହି ଲିଙ୍କରେ କ୍ଳିକ କରନ୍ତୁ ।