ନୂଆଦିଲ୍ଲୀ: କ୍ୟାପଟେନ କୁଲଙ୍କ ଲମ୍ବା ଧଳା ଦାଢ଼ୀ । ନାଲି ପୋଷାକ ସାଙ୍ଗକୁ ଆଖିରେ ଚଷମା । ପରିବାର ସଦସ୍ୟଙ୍କ ପାଇଁ ସାଣ୍ଟା ପାଲଟିଲେ ଭାରତୀୟ କି୍ରକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ବଡ଼ ଦିନରେ ସାଣ୍ଟା କ୍ଳଜ ସାଜି ଫ୍ୟାନ୍ସଙ୍କୁ ଏକ ନୂଆ ଲୁକରେ ସରପ୍ରାଇଜ କରିଛନ୍ତି ମାହି । ଯାହାର ଫଟୋ ଧୋନିଙ୍କ ପତ୍ନୀ ସାକ୍ଷୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଯାହା ଏବେ ଇଣ୍ଟରନେଟରେ ଧୋନି ଫ୍ୟାନ୍ସମାନଙ୍କ ଦ୍ୱାରା ବେଶ୍ ପସନ୍ଦ କରାଯାଉଛି ।
Check Also
Close
-
ସୋସିଆଲ ମିଡିଆରେ ଆନିମଲର ଏ ସାର୍ଟିଫିକେଟ ଭାଇରାଲNovember 30, 2023