ଭୁବନେଶ୍ୱର: ପ୍ରବାସୀଙ୍କ ପାଇଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ । ରାତି ୯ଟା ପର୍ଯ୍ୟନ୍ତ ଷ୍ଟେଟ୍ ମୁ୍ୟଜିଅମକୁ ଖୋଲା ରଖିବା ପାଇଁ ନିଆଯାଇଛି ନିଷ୍ପତ୍ତି । ପ୍ରବାସୀ ଭାରତୀୟ ଦିବସ ପାଇଁ ଏପରି ଘୋଷଣା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ସାଧାରଣ ଦିନମାନଙ୍କରେ ସାଢେ ୫ଟା ଯାଏଁ ସଂଗ୍ରହାଳୟକୁ ଖୋଲା ରଖାଯାଉଥିବା ବେଳେ ୧୨ ତାରିଖ ପର୍ଯ୍ୟନ୍ତ ଏହାକୁ ରାତି ୯ଟା ଯାଏଁ ଖୋଲା ରଖାଯିବ ।
Related Articles
Check Also
Close