ଓଡ଼ିଶା

ରାଜ୍ୟରେ ବଦଳିଛି ପାଗ

ରାଜ୍ୟରେ ବଦଳିଛି ପାଗ। ଚାଲିଛି ଖରା ଓ ଛାଇର ଲୁଚକାଳି ଖେଳ। ଦୁଇଦିନର ପ୍ରବଳ ତାତି ପରେ ରାଜ୍ଯରେ ପାଗରେ ହୋଇଛି ପରିବର୍ତ୍ତନ। ଉପକୂଳ ଓ ଆଭ୍ଯନ୍ତରୀଣ ଓଡ଼ିଶାରେ ଆକାଶ ମେଘୁଆ ରହିବା ସହିତ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି।

ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବାୟୁ ଚଳାଚଳରେ ଅସଙ୍ଗତି ସହ ପଶ୍ଚିମା ଝଡ଼ ପ୍ରଭାବରେ ଏଭଳି ପାଗ ପରିବର୍ତ୍ତନ ହୋଇଛି।

Related Articles

Back to top button