Featuredଜାତୀୟମନୋରଞ୍ଜନ

ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଆକ୍ରମଣ, ହୋଇଛି ୬ ଥର ଛୁରା ମାଡ଼

ମୁମ୍ବାଇ: ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଆକ୍ରମଣ । ମୁମ୍ବାଇ ସ୍ଥିତ ଲୀଳାବତି ହସ୍ପିଟାଲରେ ଚିକିସôିତ ହେଉଛନ୍ତି ସୈଫ୍ । ଗତକାଲି ରାତିରେ ବାନ୍ଦ୍ରା ସ୍ଥିତ ତାଙ୍କ ଘରେ କିଛି ଜଣ ଦୁର୍ବୃତ୍ତ ରାତି ପ୍ରାୟ ୨.୩୦ ବେଳେ ପଶିଥିଲେ ଚୋରି ପାଇଁ । ସୈଫଙ୍କ ଦୁଇ ପୁଅଙ୍କ ରୁମରେ ପଶିଥିଲେ । ଏହି ସମୟରେ ଅଭିନେତା ସେମାନଙ୍କୁ ଅଟକାଇବାକୁ ଯାଇ ଆହତ ହୋଇଛନ୍ତି । ଏମିତିକି ଦୁର୍ବୃତ୍ତମାନେ ତାଙ୍କୁ ୬ ଥର ଛୁରୀ ମଧ୍ୟ ମାରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com