Breaking NewsFeaturedଓଡ଼ିଶା

ଓଲଟିଲା ଓଏସଆରଟିସି ବସ୍; ୨ ମୃତ ଅନେକ ଆହତ

ଅନୁଗୁଳ: ଓଲଟିଲା ଓଏସଆରଟିସି ବସ୍ । ୨ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ଅନେକ ଆହତ ଅଛନ୍ତି । ବାରିପଦାରୁ ଅନୁଗୁଳ ଆସୁଥିଲା ବସଟି । ଯେଉଁଥିରେ ପାଖାପାଖି ୩୦ରୁ ୩୫ ଯାତ୍ରୀ ଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com