Featuredଅନ୍ତର୍ଜାତୀୟଜାତୀୟ

ଟ୍ୱିଟର ପାଇଁ ଯୋଗ୍ୟ ପ୍ରାର୍ଥୀ ଚୟନ କରିବାକୁ କହିଲେ ମସ୍କ

ସୋସିଆଲ ମିଡିଆ କମ୍ପାନିର ସିଇଓ ଏଲନ ମସ୍କଙ୍କ ସଂକେତ ,କମ୍ପାନିରୁ ଆଉ ଛଟେଇ ହେବ ନାହିଁ । କେବଳ ଏତିକି ନୁହେଁ, ନୂଆ ନିଯୁକ୍ତି କଥା ମଧ୍ୟ ସେ କହିଛନ୍ତି । ମସ୍କଙ୍କ କହିବା କଥା କମ୍ପାନିର ଛଟେଇ ପ୍ରକ୍ରିୟା ଶେଷ ହୋଇଛି । କର୍ମଚାରୀଙ୍କ ସହ ବୈଠକରେ ମସ୍କ ଦାବି କରିଛନ୍ତି ଯେ, ଟ୍ୱିଟର ଇଞ୍ଜିନିୟରିଂ ଏବଂ ସେଲ୍ସରେ ଏବେ ନିଯୁକ୍ତି ଦେବା ଆରମ୍ଭ କରିଛି । ଏହାସହ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com