Breaking Newsଜାତୀୟରାଜନୀତି

ହାରିଗଲେ କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀରେ ଆପ୍‌କୁ ଲାଗିଲା ବଡ ଝଟକା । ନୂଆଦିଲ୍ଲୀ ଆସନରୁ ହାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍‌ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ନୂଆଦିଲ୍ଲୀ ଆସନରୁ ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇ ବାଜି ମାରିଲେ ବିଜେପିର ପ୍ରଭେଶ ବର୍ମା। ୨୦୧୩ରୁ କେଜ୍ରିୱାଲ ଏଠାରେ ଲଗାତାର ଏକତରଫା ଭାବେ ବିଜୟୀ ହୋଇ ଆସୁଥିଲେ। କିନ୍ତୁ ଏଥର ତାଙ୍କୁ କଡ଼ା ଟକ୍କର ଦେଇଥିଲେ ବିଜେପି ପ୍ରାର୍ଥୀ ପ୍ରଭେଶ ବର୍ମା। ସେହିପରି କଂଗ୍ରେସ ଏଠାରେ ସନ୍ଦୀପ ଦିକ୍ଷୀତଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ସେ ବହୁ ପଛରେ ପଡ଼ି ଯାଇଛନ୍ତି। ଏପରି କି ସେ ପରୋକ୍ଷରେ ନିଜର ପରାଜୟକୁ ମଧ୍ୟ ସ୍ୱୀକାର କରି ନେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com