Featuredଓଡ଼ିଶାରାଜନୀତି

ଆସନ୍ତା କାଲି ୧୦.୩୦ ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ୱର: ଆସନ୍ତା କାଲି ଯାଏ ଗୃହ ହେଲା ମୁଲତବି । ରାଜ୍ୟପାଳଙ୍କ ଅଭିଭାଷଣ ପରେ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । କାଲି ୧୦ ଟା ୩୦ ପରେ ଗୃହ କାର୍ଯ୍ୟ ଆରମ୍ଭ ହେବ ।

ଆଜି ଗୃହରେ ବଜେଟ ଅଧିବେଶନ ପୂର୍ବରୁ ସଦସ୍ୟମାନଙ୍କ ଆଗରେ ପ୍ରଥମ ଥର ପାଇଁ ଭାଷଣ ରଖିଲେ ରାଜ୍ୟପାଳ ହରିବାବୁ କମ୍ଭମପଟି । ଉଦବୋଧନ ସମୟରେ ଜୟଜଗନ୍ନାଥରୁ ବକ୍ତବ୍ୟ ଆରମ୍ଭ କରି ସେ ବିକଶିତ ଭାରତରେ ଓଡ଼ିଶାର ଭୂମିକା କଥାକୁ ଗୁରୁତ୍ୱ ଦେଇଥିଲେ । ୨୦୪୭ ସୁଦ୍ଧା ବିକଶିତ ଭାରତରେ ଓଡ଼ିଶାର ପ୍ରମୁଖ ଭୂମିକା ଗ୍ରହଣ ବୋଲି ଆଜି ବଜେଟ ଅଧିବେଶନରେ ନିଜର ଅଭିଭାଷଣରେ କହିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପଟି।

Related Articles

Back to top button
WP Twitter Auto Publish Powered By : XYZScripts.com