Breaking NewsFeaturedଐତିହ୍ୟ ଓ ସଂସ୍କୃତିକ୍ରୀଡ଼ା

ଶ୍ରୀ ମନ୍ଦିରରେ ପଡିଲା ରକ୍ତ ଛିଟା

ପୁରୀ : ପୁଣି ଶ୍ରୀ ମନ୍ଦିରରେ ଘଟିଲା ବଡ ଧରଣର ଅଘଟଣ । ମନ୍ଦିର ଭିତରେ ରକ୍ତ ଛିଟା ପଡିଥିବାରୁ ଶ୍ରୀ ଜୀଉଙ୍କର ହେବ ମହାସ୍ନାନ । ଅବକାଶ ନୀତି ପରେ ଭିତରକାଠ ଦର୍ଶନ ଚାଲଥିଲା । ଏହି ସମୟରେ ଭିତରକାଠରେ ରକ୍ତଛିଟା ପଡିଥିବା ଦେଖିବାକୁ ପାଇଥିଲେ ଜଣେ ସେବାୟତ । ଫଳରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଯୋଗୁଁ ଦର୍ଶନ ପା୍ରୟ ଏକ ଘ ଘଣ୍ଟା ବନ୍ଦ ରହିବା ନେଇ ସୂଚନା ଦିଆଯାଇଛି । ମହାସ୍ନାନ ନୀତି ପରେ ପୁର୍ନବାର ସ୍ୱଭାବିକ୍ ହେବ ଦର୍ଶନ । ପୂର୍ବରୁ ନୀଳଚକ୍ରରେ ବାନାକୁ ଧାରଣ କରୁଥିବା ଅକ୍ଷୟ ଦଣ୍ଡଟି ଭାଙ୍ଗି ଯାଇଥିଲା । ପରେ ନୂଆ ଅକ୍ଷୟ ଦଣ୍ଡ ସଂଯୋଗ ହୋଇ ବାନା ଲାଗିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com