Breaking NewsFeaturedଓଡ଼ିଶା

ସହଦେବ ନାୟକ ହତ୍ୟା ମାମଲାରେ ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ଭୁବନେଶ୍ୱର: ସହଦେବ ନାୟକ ହତ୍ୟାକାଣ୍ଡ ମାମଲାରେ ଗିରଫ ହେଲେ ଅନ୍ୟତମ ଅଭିଯୁକ୍ତ ସୁଷେଇ ନାୟକ ଓରଫ ସୁଶାନ୍ତ ଗିରଫ। କଟକ ଜିଲ୍ଲା କାନପୁର ଥାନା ଅଂଚଳରୁ ସୁଶାନ୍ତକୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ। ସୁଷେଇ ହତ୍ୟାକାଣ୍ଡ କରିବା ପରେ ନିଜ ପଲସର୍ ଗାଡିକୁ ଛାଡି ଫେରାର୍ ହୋଇଯାଇଥିଲା । ଜାନୁଆରୀ ୮ ତାରିଖ ଦିନ ସକାଳ ସମୟରେ ଭୁବନେଶ୍ୱର ରସୁଲଗଡ଼ ଓଭରବ୍ରିଜ୍‌ ନିକଟରେ ସହଦେବ ନାୟକଙ୍କୁ ବାଇକ୍‌ରେ ଆସି ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା । ଏହି ମାମଲାରେ ପୂର୍ବରୁ ୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଆଉ ଜଣଙ୍କୁ ଗିରଫ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com