
ଦୁବାଇ: ଟସ୍ ଜିତିଲା ନ୍ୟୁଜିଲାଣ୍ଡ । ଚାମ୍ପିଆନ୍ସ ଟ୍ରଫି ଫାଇନାଲ ମ୍ୟାଚରେ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ କଡ଼ା ଟକ୍କର । ଫିଲ୍ଡିଂ କରିବ ଭାରତ । ନ୍ୟୁଜିଲାଣ୍ଡ ଆଗ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ତେବେ ରୋହିତ ଆଣ୍ଡ କୋ.ଙ୍କର ପ୍ରଦର୍ଶନ ଉପରେ ଆଜି ସାରା ଭାରତବାସୀଙ୍କର ନଜର ରହିଛି । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏହି ଫାଇନାଲ ମ୍ୟାଚ୍ ଖେଳାହେଉଛି ।