Featuredଜାତୀୟମନୋରଞ୍ଜନ

ଫସାଇଦେଲା ଇଫତାର ପାର୍ଟି, ଅଡୁଆରେ ଥାଲାପତି

ଚେନ୍ନାଇ: ଫସାଇଦେଲା ଇଫତାର ପାର୍ଟି । ଅଡୁଆରେ ଥାଲାପତି । ଲୋକପ୍ରିୟ ଅଭିନେତା ଏବଂ ରାଜନେତା ଥଲାପତି ବିଜୟଙ୍କ ନାଁରେ ରୁଜୁ ହେଲା ମାମଲା । ଚେନ୍ନାଇ ପୋଲିସ କମିଶନରଙ୍କ କାର୍ୟ୍ୟାଳୟରେ ଅଭିନେତା ବିଜୟଙ୍କ ବିରୋଧରେ ଏକ ଅଭିଯୋଗ ଦାଖଲ କରାଯାଇଛି। ଅଭିନେତାଙ୍କ ବିରୋଧରେ ଏକ ଇଫତାର କାର୍ୟ୍ୟକ୍ରମରେ ମୁସଲମାନମାନଙ୍କୁ ଅପମାନିତ କରିବାର ଅଭିଯୋଗ ରହିଛି। ଅଭିଯୋଗକାରୀଙ୍କ ଦାବି ଯେ ଇଫତାରରେ ମଦ୍ୟପ ଏବଂ ଏପରି ଲୋକମାନେ ଯୋଗ ଦେଇଥିଲେ ଯାହାଙ୍କ ଅଂଶଗ୍ରହଣ ଧାର୍ମିକ ରୀତିର ପବିତ୍ରତାକୁ ଅସମ୍ମାନ କରିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com