Featuredଓଡ଼ିଶାରାଜନୀତି

୨୭ରେ ବିଧାନସଭା ଘେରାଉ ଡାକରା ଦେଲା କଂଗ୍ରେସ

ଭୁବନେଶ୍ୱର: ୨୭ରେ ଗର୍ଜିବ କଂଗ୍ରେସ । ଘେରିବ ବିଧାନସଭା । ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନିଲମ୍ବନ ଓ ନାରୀ ନିର୍ଯାତନା ତଥା ସୁରକ୍ଷାକୁ ନେଇ ଘେରାଉ କରିବ କଂଗ୍ରେସ । ଏନେଇ କଂଗ୍ରେସ ଭବନ ପକ୍ଷରୁ ଦିଆଯାଇଛି ସୂଚନା । ବିଧାନସଭା ଆରମ୍ଭରୁ ରାଜ୍ୟରେ ନାରୀ ନିର୍ଯାତନା ଓ ଅତ୍ୟାଚାରକୁ ନେଇ ସ୍ୱର ଉଠାଇ ଆସିଛି ଦଳ ।

Related Articles

Back to top button
WP Twitter Auto Publish Powered By : XYZScripts.com