Featuredଓଡ଼ିଶା

ନବ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ

ଝାରସୁଗୁଡ଼ା: ନବ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ । ଝାରସୁଗୁଡ଼ା ସରବାହାଲ ସ୍ଥିତ ବାସଭବନରେ ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚିଛି । ତେବେ ଅତିରିକ୍ତ ଏସପିଙ୍କ ତତ୍ୱାବଧାନରେ ଚାଲିଛି ତନାଘନା । ପୂର୍ବରୁ ନବଙ୍କ ପୁଅ ଝିଅ ଦିପାଳୀ ଦାସ ଓ ବିଶାଲ ଦାସଙ୍କ ସମନ କରାଯାଇଥିଲା । କିନ୍ତୁ ଉଭୟଙ୍କ ମଧ୍ୟରୁ କେହି ହାଜର ହୋଇନଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com