Breaking NewsFeaturedଓଡ଼ିଶାରାଜନୀତି

ବିଧାନସଭାର ୧୨ କଂଗ୍ରେସ ବିଧାୟକ ନିଲମ୍ବିତ

ଭୁବନେଶ୍ୱର: ବାଚସ୍ପତିଙ୍କ ବଡ଼ ନିଷ୍ପତି । କଂଗ୍ରେସ ଦଳର ୧୨ ବିଦାୟକଙ୍କୁ ନିଲମ୍ବନ । ୭ ଦିନ ପାଇଁ ନିଲମ୍ବିତ ହୋଇଛନ୍ତି କଂଗ୍ରେସର ବିଧାୟକ । ଗୃହରେ ବିଶୃଙ୍ଖଳା ଆଚରଣ ପାଇଁ ଏପରି ନିଷ୍ପତି ଶୁଣାଇଛନ୍ତି ବାଚସ୍ପତି ସୁରମା ପାଢ଼ୀ । ନିଲମ୍ବନ ପ୍ରସ୍ତାବ ଆଣିଥିଲେ ଶାସକ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ ।

ରାମଚନ୍ଦ୍ର କାଡାମ, ସୋଫିଆ ଫିଦେ୍ର୍ଦାସ, ଅଶୋକ ଦାସ, ସାଗର ଦାସ, ମଙ୍ଗୁ ଖୀଲ, ସି ଏସ ରାଜେନ ଏକ୍କା, ନୀଳମାଧବ ହିକାକା, ଦାଶରଥୀ ଗମାଙ୍ଗ, ସତ୍ୟଜିତ ଗମାଙ୍ଗ, ପବିତ୍ର ସାଉଁତା, କାଡ୍ରାକା ଆପାଲାସ୍ୱାମୀ ଓ ପ୍ରଫୁଲ୍ଲ ପ୍ରଧାନଙ୍କୁ କରାଯାଇଛି ନିଲମ୍ବନ । ବିଧାନସଭା ଭିତରେ କଂଗ୍ରେସର ବିଶୃଙ୍ଖଳିତ ଆଚରଣ ପାଇଁ ସେମାନଙ୍କୁ ଏପରି ନିଦେ୍ର୍ଦଶ ଦେଇଛନ୍ତି ବାଚସ୍ପତି ।

Related Articles

Back to top button
WP Twitter Auto Publish Powered By : XYZScripts.com