Breaking NewsFeaturedଓଡ଼ିଶାରାଜନୀତି

ପୁଣି ମୁଲତବୀ ହେଲା ଗୃହ, ୨୦ ମିନିଟ୍ ପରେ ଆରମ୍ଭ ହେବ ଗୃହକାର୍ଯ୍ୟ

ଭୁବନେଶ୍ୱର: ପୁଣି ମୁଲତବୀ ହେଲା ଗୃହ । କଂଗ୍ରେସର ୧୨ ସଦସ୍ୟଙ୍କୁ ନିଲମ୍ବିତ କରିବା ପରେ ଗୃହକୁ ପୁଣି ୨୦ ମିନିଟ୍ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ୨୦ ମିନିଟ୍ ପରେ ପୁଣି ଚାଲିବ ଗୃହ । କିନ୍ତୁ ବାଚସ୍ପତିଙ୍କ ନିଲମ୍ବନ ପରେ ଆହୁରି ସରଗରମ ହୋଇଉଠିଛି ଗୃହ । କଂଗ୍ରେସକୁ ସମର୍ଥନ କରିଛି ବିଜେଡି ।

Related Articles

Back to top button
WP Twitter Auto Publish Powered By : XYZScripts.com