Featuredଓଡ଼ିଶାରାଜନୀତି

ବିଜେଡିର ଦାବି ଶୁଣିଲେ ବାଚସ୍ପତି! କଂଗ୍ରେସକୁ ନିଲମ୍ବନ ପରେ ଗୃହରେ ବିବୃତି ରଖିବେ ସୁରମା

ଭୁବନେଶ୍ୱର: କକ୍ଷ ତ୍ୟାଗ କଲା ବିଜେଡି । ଗୃହରେ ଅଚଳାବସ୍ଥା ଚାଲିଥିବା ବେଳେ ବିରୋଧ ପ୍ରଦର୍ଶନ କରିଛି ବିରୋଧୀ ବିଜେଡି । ସମସ୍ତ କଂଗ୍ରେସ ସଦସ୍ୟଙ୍କୁ ନିଲମ୍ବନ ନିଦେ୍ର୍ଦଶ ଦେବା ପରେ ଆଜି ବିଜେଡିର ପ୍ରତିବାଦ କରି ଗୃହରେ ବାଚସ୍ପତିଙ୍କ ବିବୃତି ଦାବି କରିଛି ଦଳ । ଯାହା ପରେ ବାଚସ୍ପତି ସୁରମା ପାଢୀ ମଧ୍ୟ ରାଜି ହୋଇଛନ୍ତି । ଗୃହକୁ ଫେରିଛନ୍ତି ବିଜେଡି ସଦସ୍ୟ । ଏବଂ ବାଚସ୍ପତି ମଧ୍ୟ ଗୃହରେ ନିଜର ବିବୃତି ରଖିବା ପାଇଁ ରାଜି ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com