Featuredଓଡ଼ିଶା

ସ୍ୱାଭାବିକ ଗଡ଼ିଲା ଟ୍ରେନ, ଏବେ ଚାଲିଛି କାରଣ ଖୋଜା

କଟକ: ସ୍ୱାଭାବିକ ଗଡ଼ିଲା ଟ୍ରେନ । ଟ୍ରାକରେ ଚାଲିଲା ରେଳ । ମରାମତି କାମ ସରିବା ପରେ ସ୍ଥିତି ସ୍ୱାଭାବିକ ହୋଇଛି । କଟକ ନିର୍ଗୁଣ୍ଡି ଷ୍ଟେସନରେ ଦୀର୍ଘ ଘଣ୍ଟା ପରେ ଟ୍ରାକ୍ ମରାମତି କାମ ଶେଷ ହେବା ପରେ ସ୍ବାଭାବିକ ହୋଇଛି ଚଳାଚଳ । ଟ୍ରାକ୍ ମରାମତି କାମରେ ନିୟୋଜିତ ହୋଇଥିଲେ ପ୍ରାୟ ୨୦୦ରୁ ଅଧିକ କର୍ମଚାରୀ । ୪ଟି ଜେସିବି ମଧ୍ୟ ଲାଗିଥିଲା ।ତେବେ ଟ୍ରେନ ଦୁର୍ଘଟଣାର କାରଣ ଖୋଜୁଛି ରେଳ ବିଭାଗ? କାହିଁକି ଓ କେମିତି ଏହି ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହେଲା ତାକୁ ନେଇ କରାଯାଉଛି ତନାଘନା ।

Related Articles

Back to top button
WP Twitter Auto Publish Powered By : XYZScripts.com