Featuredଓଡ଼ିଶା

ଆଜି ସୁଭଦ୍ରା ଆବେଦନର ଶେଷ ତାରିଖ, ଏକା ସାଙ୍ଗେ ପାଇବେ ୧୫ ହଜାର ଟଙ୍କା

ଭୁବନେଶ୍ୱର: ଆଜି ସୁଭଦ୍ରା ଆବେଦନର ଶେଷ ତାରିଖ । ମହିଳାମାନଙ୍କୁ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଆଜି ହେଉଛି ଶେଷ ତାରିଖ । ପୂର୍ବରୁ ମାର୍ଚ୍ଚ ୩୧ର ଡେଡଲାଇନ ଦେଇଥିଲେ ରାଜ୍ୟ ସରକାର । ଯେଉଁମାନେ ଏହି ଯୋଜନା ପାଇଁ ଆଜି ଭିତରେ ଆବେଦନ କରିବେ ସେମାନେ ରାକ୍ଷୀ ପୂର୍ଣ୍ଣିମାରେ ଏକା ଥରେ ୩ଟି କିସ୍ତିର ପଇସା ପାଇପାରିବେ । ଅର୍ଥାତ୍ ହିତାଧୀକାରୀ, ପିଛିଲା ଭାବେ ପ୍ରଥମ ଦୁଇଟି କିସ୍ତି ସହ ଚଳିତ ବର୍ଷର ପ୍ରଥମ କିସ୍ତିର ପଇସା ମଧ୍ୟ ପାଇବେ । ଅର୍ଥାତ ଏକା ସହ ସେମାନଙ୍କୁ ୧୫ ହଜାର ଟଙ୍କା ମିଳିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୂର୍ବରୁ ସୂଚନା ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com