ଜାତୀୟ

୩ ଘଣ୍ଟା ପାଇଁ ବନ୍ଦ ହେଲା ସମସ୍ତ ବ୍ୟାଙ୍କ ସେବା

ନୂଆଦିଲ୍ଲୀ: ବନ୍ଦ ରହିବ ବ୍ୟାଙ୍କ ସେବା । ୩ ଘଣ୍ଟା ପାଇଁ ବ୍ୟାଙ୍କ ସେବାଗୁଡ଼ିକ ବନ୍ଦ କରିବ । ଏସବିଆଇର ଏହି ସେବା ବନ୍ଦ ରହିବ ବୋଲି ସୂଚନା ଦେଇଛି ଖୋଦ୍ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ । ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏହି ସୂଚନା ଦେବା ସହ କ୍ଷୋଭ ମଧ୍ୟ ପ୍ରକାଶ କରିଛି ବ୍ୟାଙ୍କ । ତେବେ ଡିଜିଟାଲ ସେବା ଗୁଡ଼ିକ କାର୍ଯ୍ୟକାରୀ ହେଇପାରିବ ନାହିଁ ବୋଲି ସୂଚନା ରହିଛି । ଆନୁଆଲ କ୍ଲୋସିଂ ପାଇଁ ସମସ୍ୟା ଭୋଗିବେ ଉପଭୋକ୍ତା । ଦିନ ୧ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବାଧାପ୍ରାପ୍ତ ହେବ ବ୍ୟାଙ୍କ ସେବା ।

Related Articles

Back to top button
WP Twitter Auto Publish Powered By : XYZScripts.com