Featuredଐତିହ୍ୟ ଓ ସଂସ୍କୃତିଓଡ଼ିଶା

ରଥ ପୂର୍ବରୁ ସରିବ ରତ୍ନଭଣ୍ଡାର ମରାମତି କାମ

ପୁରୀ: ରଥ ପୂର୍ବରୁ ସରିବ ମରାମତି କାମ । ସ୍ନାନ ପୂର୍ଣ୍ଣିମା ଭିତରେ ରତ୍ନ ଭଣ୍ଡାର କାମ ସରିବ ବୋଲି କୁହାଯାଇଛି। ପ୍ରଥମେ ଡି ପ୍ଲାଷ୍ଟରିଙ୍ଗ ଓ ପରେ ପଥର ମରାମତି କାମ ଜାରି ରହିଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର କମିସନ ରିପୋର୍ଟ ସାର୍ବଜନୀନ କରିବା ସମ୍ପର୍କିତ ମାମଲାର ଶୁଣାଣି ସୋମବାର ଉଚ୍ଚ ନ୍ୟାୟାଳୟରେ ହୋଇଛି। ଏଥିରେ କୁହାଯାଇଛି ଯେ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ରତ୍ନଭଣ୍ଡାର ମରାମତି କାମ ସରିବ।

Related Articles

Back to top button
WP Twitter Auto Publish Powered By : XYZScripts.com