Featuredଓଡ଼ିଶାସ୍ୱାସ୍ଥ୍ୟ

ଭୁବନେଶ୍ୱରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡା

ଭୁବନେଶ୍ୱର: ଭୁବନେଶ୍ୱରରେ ପହଂଚିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡା । ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ନଡ୍ଡା । ଏଥି ପାଇଁ ବିଜୁ ପଟ୍ଟନାୟକ ବିମାନବନ୍ଦରକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଥିଲା । ଭୁବନେଶ୍ୱରରୁ ସିଧା କଟକ ଯିବେ ନଡ୍ଡା । ଏହା ପରେ ଆୟୁଷ୍ମାନ ଯୋଜନାର କରିବେ ଶୁଭାରମ୍ଭ ।

Related Articles

Back to top button
WP Twitter Auto Publish Powered By : XYZScripts.com