
ନୂଆଦିଲ୍ଲୀ : ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ସାରା ଦେଶରେ ଲୋକମାନଙ୍କ ମଧ୍ୟରେ ଏକ ମତ ପ୍ରକାଶ ପାଇଛି । ତାହା ହେଉଛି ସରକାର ପାକିସ୍ତାନକୁ ଉଚିତ ଦଣ୍ଡ ଦିଅନ୍ତୁ । ତେବେ ଦେଶ ଏବଂ ନାଗରିକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଯେଉଁ ନିଷ୍ପତ୍ତି ନେବେ ତାହାକୁ ସମର୍ଥନ କରିବୁ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଅଧିକ ଜାଣିବା ପାଇଁ ଭିଡିଓକୁ କ୍ଲିକ୍ କରନ୍ତୁ …