ଜାତୀୟ
ଆତଙ୍କବାଦୀ ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କ ଆରୋଗ୍ୟ କାମନା କଲେ ମୋଦି

ବିହାର : ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଯୋଗୁ ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନଙ୍କ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସରକାର ସେମାନଙ୍କ ଉପରେ ଧ୍ୟାନ ରଖିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଏହି ଘଟଣାରେ ମୃତୁ୍ୟ ବରଣ କରିଥିବା ବ୍ୟକ୍ତିମାନଙ୍କ ପରିବାର ସହ ପୁରା ଦେଶ ଠିଆ ହୋଇଛି ଏବଂ ଏହା ଭାରତର ଆତ୍ମା ଉପରେ ଆକ୍ରମଣ ବୋଲି କହିଛନ୍ତି ମୋଦି । ଅଧିକ ଖବର ଜାଣିବା ପାଇଁ ଭିଡିଓକୁ କ୍ଲିକ୍ କରନ୍ତୁ…