ଜାତୀୟରାଜନୀତି

ମୋଦିଙ୍କୁ ସମର୍ଥନ ଦେଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡି

ହାଇଦ୍ରାବାଦ : ପହଲଗାମରେ ଆତଙ୍କୀ ଗୁଳିକାଣ୍ଡକୁ ନେଇ ସାରା ଦେଶରେ ଏବେ ପାକିସ୍ତାନକୁ ଦଣ୍ଡିତ କରିବା ପାଇଁ ଦାବି କରାଯାଉଛି । ଏହି ପେରିପ୍ରେକ୍ଷୀରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡି ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ମୋଦିଙ୍କ ଆଗାମୀ ପଦକ୍ଷେପ ଯାହା ହେବ ତାକୁ ସେ ସମର୍ଥନ ଜଣାଇବେ ବୋଲି ହାଇଦ୍ରାବାଦରୁ କହିଛନ୍ତି । ଅଧିକ ଜାଣିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ…

 

Related Articles

Back to top button
WP Twitter Auto Publish Powered By : XYZScripts.com