ଐତିହ୍ୟ ଓ ସଂସ୍କୃତିଓଡ଼ିଶା
ମଧୁବାବୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ମଧୁବାବୁ ହେଉଛନ୍ତି ଆମ ଗର୍ବ ଏବଂ ଗୌରବର ପ୍ରତୀକ । ତାଙ୍କ ପାଇଁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ସମ୍ଭବ ହୋଇଛି । ସବୁବେଳେ ଓଡ଼ିଶା ଏବଂ ଓଡ଼ିଆର ସ୍ୱାର୍ଥ ପାଇଁ ସେ ନିରନ୍ତର ସଂଘର୍ଷ କରିଆସିଥିଲେ । ତାଙ୍କ ଜନ୍ମ ଜୟନ୍ତୀରେ ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ଆଉ କ’ଣ କହିଲେ ମୁଖ୍ୟମନ୍ତ୍ରୀ କ୍କିକ୍ କରି ଦେଖନ୍ତୁ…