ଅନ୍ତର୍ଜାତୀୟଜାତୀୟ
ଭାରତ ସହ ଭଲ ସମ୍ପର୍କ ପାଇଁ ପାକିସ୍ତାନ ସର୍ବଦା ଚେଷ୍ଟା କରିଛି : ଆଫ୍ରିଦି

ନୂଆଦିଲ୍ଲୀ : ପହଲଗାମ୍ ଆକ୍ରମଣକୁ ନେଇ ମୁହଁ ଖୋଲିଛନ୍ତି ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି । ସେ କହିଛନ୍ତି ପାଖାପଖି ୧ ଘଣ୍ଟା ପାଇଁ ଆତଙ୍କବାଦ ଜାରି ରହିଲା । କିନ୍ତୁ ଭାରତୀୟ ସୈନ୍ୟମାନେ ଠିକ୍ ସମୟରେ ପହଞ୍ଚି ପାରିଲେନାହିଁ । ପାକିସ୍ତାନ ଉପରେ ଏହାର ଦୋଷ ଲଦୁଛି । ପାକିସ୍ତାନ ସବୁବେଳେ ଶାନ୍ତି ଚାହିଁଛି । ସେହିପରି କ୍ରିକେଟକୁ ନେଇ କ’ଣ ମତ ଦେଇଛନ୍ତି ଲିଙ୍କରେ କ୍ଲିକ୍ କରି ଦେଖନ୍ତୁ…