ଓଡ଼ିଶାଜାତୀୟରାଜନୀତି

ଆମେ ସାଙ୍ଗରେ ଅଛୁ, ପାକିସ୍ତାନକୁ ଖଣ୍ଡ ଖଣ୍ଡ କରିଦିଅନ୍ତୁ: ଅଜୟ

ଭୁବନେଶ୍ୱର : ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ ୭ ଦିନ ବିତିଲାଣି । କେନ୍ଦ୍ର ସରକାର ପାକିସ୍ତାନ ଉପରେ କୂଟନୈତିକ ସ୍ତରରେ ବିଭିନ୍ନ ପ୍ରକାର ଚାପ ପକାଉଛନ୍ତି। ତେବେ ଆତଙ୍କୀଙ୍କ ଗୁଳି ମାଡ଼ରେ ନିରୀହ ଲୋକଙ୍କ ଜୀବନ ଯାଇଥିବାରୁ ଦେଶବାସୀ ଚାହୁଁଛନ୍ତି ପ୍ରତିଶୋଧ । ଏହି କ୍ରମରେ ଏବେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ ଲଲ୍ଲୁ ମଧ୍ୟ ପାକିସ୍ତାନ ସହ ଯୁଦ୍ଧ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆହ୍ୱାନ ଦେଇଛନ୍ତି । ଅଧିକ ଜାଣିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ…

Related Articles

Back to top button
WP Twitter Auto Publish Powered By : XYZScripts.com