ଓଡ଼ିଶାରାଜନୀତିସ୍ୱାସ୍ଥ୍ୟ

ମହିଳା ଓ ଶିଶୁ ନିର୍ଯାତନା ପ୍ରସଙ୍ଗରେ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲା ବିଜେଡି

 ଭୁବନେଶ୍ୱର :  ରାଜ୍ୟରେ ବଢି ବଢି ଚାଲିଛି ମହିଳା ଏବଂ ଶିଶୁଙ୍କ ପ୍ରତି ନିର୍ଯାତନା । ଯାହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ ବିଜୁ ଜନତା ଦଳ । ଏ ସମ୍ପର୍କରେ ରାଜ୍ୟ ମାନବ ଅଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରି ନିଜ ଆଡ଼ୁ ତଦନ୍ତ ପାଇଁ ଅନୁରୋଧ କରିଛି ବିଜେଡି । ଗଣମାଧ୍ୟମକୁ ସୂଚନା ଦେଇ କ’ଣ କହିଛନ୍ତି ସ୍ନେହାଙ୍ଗିନୀ ଛୁରିଆ ଦେଖନ୍ତୁ…

Related Articles

Back to top button
WP Twitter Auto Publish Powered By : XYZScripts.com