ଓଡ଼ିଶା

ପାଇଲଟଙ୍କୁ ଦୃଶ୍ୟ ମାନ ହେବ ରନୱେ

ପାଇଲଟଙ୍କୁ ଦୃଶ୍ୟ ମାନ ହେବ ରନୱେ । ୪୦ କୋଟି ଟଙ୍କା ବ୍ୟୟରେ ଲାଗିବ ଆଲୋକ । ଘନ କୁହୁଡି ଯୋଗୁଁ ବିମାନ ଉଡାଣ ଓ ଅବତରଣ କରିବାରେ ବହୁତ ସମସ୍ୟା ଦେଖା ଦେଉଛି ।

ଏଣିକି ଚାଳକଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଏଥିପାଇଁ ବିଜୁ ପଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର କ୍ୟାଟ -୨ ଦୃଶ୍ୟମାନକୁ ସମ୍ପ୍ରସାରିତ କରାଯାଇଛି । ମାର୍ଚ୍ଚ ୩୧ସୁଦ୍ଧା ଲାଇଟିଙ୍ଗ ବ୍ୟବସ୍ଥା କାମ ସାରିବାକୁ ଲକ୍ଷ ରଖାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com